ଭିଜିଲାନ୍ସ ପଞ୍ଝାରେ ଜୁନିୟର ଆସିଷ୍ଟାଣ୍ଟ

ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ

ଭଦ୍ରକ, ୦୫/୦୬: ଭିଜିଲାନ୍ସ ପଞ୍ଝାରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ। ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ।

ଏକ ଘରୋଇ ସ୍କୁଲର ସାର୍ଟିଫିକେଟ ଦେବାକୁ ପ୍ରଶାନ୍ତ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଲେ। ଏହା ପରେ ଶ୍ରୀକାନ୍ତ ଦାସଙ୍କ ଘର ଓ ଅଫିସ୍‌ରେ ଭିଜିଲାନ୍ସ ରେଡ୍ କରିଛି।