ନବରଙ୍ଗପୁର, ୨୬/୦୬: ଭିଜିଲାନ୍ସ ପଞ୍ଝାରେ ରାଇଘର ପଶୁଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର। ନବରଙ୍ଗପୁର ସିଡିଭିଓ କାର୍ଯ୍ୟାଳୟ ଅଧୀନ ପଶୁଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ଟିମ୍। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ସବ୍ସିଡି ମୁକ୍ତ ପାଇଁ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ।
Prev Post