ଭୁବନେଶ୍ୱର, ୧୨/୦୮: ଆଜି ଅପରାହ୍ଣ ୪ଟା ୩୦ରେ ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ ପ୍ରକାଶ ପାଇବ। ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ୍ (୨ୟ) ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। ଅପରାହ୍ଣ ୫ଟାରୁ ୱେବସାଇଟ୍ରେ ଛାତ୍ରଛାତ୍ରୀ ଦେଖିପାରିବେ ରେଜଲ୍ଟ। ୧୭ ତାରିଖରୁ ଡିଜିଟାଲ୍ ସାର୍ଟିଫିକେଟ୍ ମଧ୍ୟ ଡାଉନଲୋଡ୍ କରିପାରିବେ।
Prev Post
Next Post