ବିଜେଡିରୁ ୨ ନିଲମ୍ବିତ

ବିଜେଡିରୁ ୨ ନିଲମ୍ବିତ ହୋଇଛନ୍ତି ।

ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ

ଭୁବନେଶ୍ୱର,୦୪/୧୦: ବିଜୁ ଜନତା ଦଳରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ଉପସଭାପତି ସୁଜିତ ପ୍ରସାଦ ଦ୍ୱିବେଦୀ ଏବଂ ଅନୁଗୁଳ ବିଜୁ ଯୁବ ଜନତା ଦଳ ସଭାପତି ଅଜିତ ପ୍ରସାଦ ଦ୍ୱିବେଦୀଙ୍କୁ ନିଲମ୍ବିତ କରାଯାଇଛି ।