ବିଜୁ ଯୁବ ଜନତା ଦଳରେ ବିଭିନ୍ନ ନେତ୍ରୀଙ୍କ ଦାୟିତ୍ୱ ଗ୍ରହଣ

ବିଜୁ ଯୁବ ଜନତା ଦଳରେ ବିଭିନ୍ନ ନେତ୍ରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର, ୧୧/୧୧/୨୩: ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ବିଜୁ ଯୁବ ଜନତା ଦଳରେ ବିଭିନ୍ନ ନେତ୍ରୀଙ୍କୁ ବିଭିନ୍ନ ଦାୟିତ୍ୱ ନ୍ୟସ୍ତ କରିଛନ୍ତି।

ଡ଼ ଶୁଭଶ୍ରୀ ପଣ୍ଡା- ଜେନେରାଲ ସେକ୍ରେଟାରୀ
ଡ଼ ଆର୍ଶୀ ଅହଦ- ଜେନେରାଲ ସେକ୍ରେଟାରୀ
ପଦ୍ମିନୀ ପୁରୋହିତ- ଜେନେରାଲ ସେକ୍ରେଟାରୀ
ଶୁଭାଲି ଶୁଭେଚ୍ଛା ଦାସ- ଜେନେରାଲ ସେକ୍ରେଟାରୀ
କଳ୍ପସା ଅଙ୍କିତା ଶ’- ଜେନେରାଲ ସେକ୍ରେଟାରୀ
ନିହାରିକା ଗିରି- ଜେନେରାଲ ସେକ୍ରେଟାରୀ
ସାଗରିକା ସାମନ୍ତ- ଜେନେରାଲ ସେକ୍ରେଟାରୀ
ପ୍ରିୟା ବିଶୋଇ- ଜେନେରାଲ ସେକ୍ରେଟାରୀ
ବନିତା ପଣ୍ଡା- ସେକ୍ରେଟାରୀ
ସୋନାଲିକା ସ୍ୱାଇଁ- ସେକ୍ରେଟାରୀ
ସସ୍ମିତା ରାଉତ- ସେକ୍ରେଟାରୀ
ଦେବସ୍ମିତା ମହାନ୍ତି- ସେକ୍ରେଟାରୀ
ସ୍ୱର୍ଣ୍ଣଲତା ନାୟକ- ସେକ୍ରେଟାରୀ
ପୂର୍ଣ୍ଣତୋୟା ମହାପାତ୍ର- ସେକ୍ରେଟାରୀ
ସୁଚିସ୍ମିତା ପଣ୍ଡା- ସେକ୍ରେଟାରୀ
ସାଲୋନି ମଙ୍ଗରାଜ- ସେକ୍ରେଟାରୀ
ଭାଗ୍ୟଶ୍ରୀ ମହାନନ୍ଦିଆ- ସେକ୍ରେଟାରୀ
ଅଙ୍କିତା ରାୟ- ସେକ୍ରେଟାରୀ
ପୂର୍ଣ୍ଣ୍ୟ ପ୍ରତିଚି ମହାନ୍ତି- ସେକ୍ରେଟାରୀ
ପୂଜା ପଦ୍ମଜା ପଣ୍ଡା- ସେକ୍ରେଟାରୀ
ଜୟନ୍ତୀ ଦତ୍ତ- ସେକ୍ରେଟାରୀ
ଆଭା ସତରୁପା ପତି – ସେକ୍ରେଟାରୀ
କିରଣ ପଟ୍ଟନାୟକ- ସେକ୍ରେଟାରୀ
ପୂଜାରାଣୀ ରାଉତ- ସେକ୍ରେଟାରୀ
ଏଲିନା ନାୟକ- ସେକ୍ରେଟାରୀ
ଲକ୍ଷ୍ମୀପ୍ରିୟା ଦୀକ୍ଷିତ- ସେକ୍ରେଟାରୀ
ଜୟଶ୍ରୀ ବେହେରା- ସେକ୍ରେଟାରୀ
ଶିବାନୀ ମୁନ୍ଦ୍ରା- ସେକ୍ରେଟାରୀ
ଅଳ୍ପନା ପଲେଇ- ସେକ୍ରେଟାରୀ
ଲିଲିମା ପୁଟେଲ- ସେକ୍ରେଟାରୀ
ଲୋପାମୁଦ୍ରା ନାୟକ- ସେକ୍ରେଟାରୀ
ରାଜଶ୍ରୀ ନାୟକ- ସେକ୍ରେଟାରୀ
ମୁସ୍କାନ ଦେବନାଥ- ସେକ୍ରେଟାରୀ