ରାସ୍ତା କଡରୁ ଦୀପ କିଣିଲେ ମୁଖ୍ୟମନ୍ତ୍ରୀ

ସାଥିରେ ଥିଲେ ପତ୍ନୀ

ଭୁବନେଶ୍ବର, ୩୧/୧୦: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ଧର୍ମପତ୍ନୀ ଡ. ପ୍ରିୟଙ୍କା ମାର୍ଣ୍ଡି ୧ ନଂ ହାଟ ପାଖ ଫୁଟ୍ ପାଥରୁ ଦୀପାବଳି ପାଇଁ ଦୀପ ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ କିଣୁଛନ୍ତି। ଯେଉଁ ବ୍ୟକ୍ତିଙ୍କ ଦୋକାନରୁ ସାମଗ୍ରୀ କିଣିଥିଲେ, ଉକ୍ତ ବ୍ୟକ୍ତିଙ୍କ ମଧ୍ୟରେ ବହୁ ଖୁସି ଦେଖିବାକୁ ମିଳିଥିଲା।