ବିଭିନ୍ନ ଜିଲ୍ଲା ପାଇଁ ବିଜେପିର ନୂଆ ସଭାପତି ଘୋଷଣା

ଜାଣନ୍ତୁ କାହାକୁ କେଉଁଠି ମିଳିଲା ଦାୟିତ୍ୱ

ଭୁବନେଶ୍ୱର, ୨୫/୦୧: ବିଭିନ୍ନ ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତିଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ବିଭିନ୍ନ ଜିଲ୍ଲା ପାଇଁ ନୂଆ ସଭାପତି ଚୟନ କରାଯାଇଥିବା ବେଳେ ଦେବଗଡ଼ରେ ଅପରିବର୍ତ୍ତିତ ରହିଛନ୍ତି ଅରୁଣ ସାହୁ।

ନିମ୍ନରେ ଜିଲ୍ଲା ସଭାପତିଙ୍କ ତାଲିକା:

କଳାହାଣ୍ଡି- ଯୁଗଳ ପୋଢ଼

ଗଞ୍ଜାମ- ସରୋଜ ସାବତ

ବଲାଙ୍ଗୀର- ଡ. ଶ୍ରୀବତ୍ସ ବେହେରା

ସୁନ୍ଦରଗଡ଼- ଗିରୀଶ ସାହୁ

ଢେଙ୍କାନାଳ – ରାସ ବିହାରୀ ସାହୁ

କେନ୍ଦ୍ରାପଡ଼ା- ଶଶାଙ୍କ ଶେଖର ସେଠୀ

ବାଲେଶ୍ୱର- ଈଶ୍ୱର ଚନ୍ଦ୍ର ବେହେରା

କଟକ ସହର- ସୁକାନ୍ତ ଚନ୍ଦ୍ର ବିଶ୍ୱାଳ

ପୁରୀ- ଦେବେନ୍ଦ୍ର ତରାଇ

ପଶ୍ଚିମ ମୟୂରଭଞ୍ଜ (ରାଇରଙ୍ଗପୁର)- ଜୁରିଲାଲ ମହାନ୍ତି

ଦେବଗଡ଼- ଅରୁଣ କୁମାର ସାହୁ