ବିଜେଡ଼ି ଛାଡ଼ିଲେ ପ୍ରୟାସ କାନ୍ତି ଭଦ୍ରକ ବିଜେଡିକୁ ଶକ୍ତ ଝଟକା By Darshana Last updated May 28, 2025 187 0 ଭୁବନେଶ୍ୱର, ୨୮/୦୫: ଭଦ୍ରକ ବିଜେଡିକୁ ଶକ୍ତ ଝଟକା। ବିଜେଡିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସ କାନ୍ତି ସାମଲ। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ସେ କହିଛନ୍ତି। ୨୦୦୩ରେ ଭଦ୍ରକ ପୌରପାଳିକା ଅଧ୍ୟକ୍ଷ ରହିଥିଲେ। 0 187 Share