ଭୁବନେଶ୍ୱର, ୨୭/୦୭: ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ ହୋଇଛନ୍ତି। ବାଲେଶ୍ବରର ନୀଳଗିରିରୁ ଗିରଫ କଲା କମିଶନରେଟ ପୋଲିସ୍। ତାଙ୍କୁ ଭୁବନେଶ୍ବରକୁ ଅଣାଯାଉଛି। ଗତ କାଲି ଅମରେଶ ଜେନାଙ୍କ ୫ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିଲା। ଅମରେଶଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ରହିଥିଲା।
ଅଧିକ ପଢନ୍ତୁ:- ବିଜେଡ଼ି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସାଂଘାତିକ ଅଭିଯୋଗ