ବାଘ ଛାଲ ସହ ସମର ଶିଙ୍ଗ ଜବତ

୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ

ନୂଆପଡ଼ା/ଖରୀଆର, ୦୨/୦୧: ଡି ଏଫ୍ ଓ ଅଜିଜ ଖାନଙ୍କ ତତ୍ତ୍ଵାବଧାନରେ ଏ ସି ଏଫ୍ ପ୍ରସଞ୍ଜିତ ନାଏକଙ୍କ ନେତୃତ୍ୱରେ ଫରେଷ୍ଟର ଖଗେଶ୍ୱର ମାଝୀଙ୍କ ସହ ଅନ୍ୟ ବନ କର୍ମଚାରୀ ମିଶି ଚଢ଼ାଉ କରିଥିଲେ ଏବଂ ଚିତା ବାଘ ଛାଲ ଓ ଦୁଇଟି ସମର ଶିଙ୍ଗ ସହିତ ୪ ଜଣ ଅଭିଯୁକ୍ତ ଦିନେଶ ମାଝୀ,ସୁକରାମ ଚିନ୍ଦା,ମଧୁସୂଦନ ମାଝୀ ଏବଂ ପୂର୍ଣ୍ଣ ଚନ୍ଦ୍ର ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।