କ’ଣ ଶସ୍ତା ଓ କ’ଣ ମହଙ୍ଗା

ବଜେଟ୍ ରେ ବଡ଼ ଘୋଷଣା

ନୂଆଦିଲ୍ଲୀ, ୦୧/୦୨: ଆଜି ବଜେଟ୍ ଆଗତ ସୋଇଥିବା ବେଳେ ଏସବୁ ଜିନିଷ ଶସ୍ତା ଓ ମହଙ୍ଗା ହେବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଶସ୍ତା:-

କ୍ୟାନସର, ମଧୁମେହ ଭଳି ୭ ଗମ୍ଭୀର ରୋଗର ଔଷଧ, ମୋବାଇଲ୍, ମାଇକ୍ରୋ ଓଭେନ୍, କପଡ଼ା, ଚମଡ଼ାରୁ ପ୍ରସ୍ତୁତ ଜୋତା, ବ୍ୟାଗ, ସୌରଚାଳିତ ବସ୍ତୁ, ସି-ଫୁଡ୍, ଇଭି ବ୍ୟାଟେରୀ, ବାୟୋ CNG ଗ୍ୟାସ୍।

ମହଙ୍ଗା:-

ମଦ, ଖଣିଜ ପଦାର୍ଥ, ବିଦେଶୀ କାର, ତମାଖୁ, ଦାମୀ କାର, ବିଦେଶୀ ସାମଗ୍ରୀ, ପ୍ରିମିୟମ ଜୋତା, ଡିଜାଇନ୍ ପୋଷାକ।