ଚୌଦ୍ୱାର, ୨୯/୦୩: ଭିଜିଲାନ୍ସ ଜାଲରେ ମଙ୍ଗରାଜପୁର RI ରାଜାରାମ ବାନ୍ଦ୍ରା। ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ। ଏକ ଜମି ମ୍ୟୁଟେସନ ପାଇଁ ଲାଞ୍ଚ ନେଉଥିଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ।
ଟାଙ୍ଗୀ- ଚୌଦ୍ୱାର ତହସିଲ୍ର ମଙ୍ଗରାଜପୁର RI ରାଜାରାମ ବାନ୍ଦ୍ରା ଧରାପଡ଼ିବା ପରେ ତାଙ୍କ ସହିତ ଜଡ଼ିତ ଦୁଇଟି ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି।