ଧବଳେଶ୍ୱର ପୀଠରେ ଲାଗୁ ହେଲା ୧୪୪ ଧାରା

ଆଠଗଡ଼ ୩୧/୧୦: ଧବଳେଶ୍ୱର ପୀଠରେ ୧୪୪ ଧାରା। ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ ୧୪୪ ଧାରା ଜାରି କରିଛନ୍ତି। ଝୁଲାପୋଲର ନିରାପତ୍ତା ତଦନ୍ତ ପାଇଁ ଆଠଗଡ଼ ପ୍ରଶାସନ ଏପରି ପଦକ୍ଷେପ ନେଇଛି ବୋଲି ଜଣାପଡ଼ିଛି।