ପୁଣି ବିଜେଡ଼ିକୁ ଶକ୍ତ ଧକ୍କା ବ୍ଲକ ଅଧ୍ୟକ୍ଷଙ୍କ ଇସ୍ତଫା By Darshana On May 12, 2026 151 0 ନୟାଗଡ଼, ୧୨/୦୫: ପୁଣି ବିଜେଡ଼ିକୁ ଶକ୍ତ ଧକ୍କା ଲାଗିଛି। ନୟାଗଡ ବିଜେଡିରୁ ଇସ୍ତଫା ଦେଲେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ। ବ୍ୟକ୍ତିଗତ କାରଣ ଦର୍ଶାଇ ସଭାପତିଙ୍କ ନିକଟକୁ ପଠାଇଛନ୍ତି ଇସ୍ତଫାପତ୍ର 0 151 Share