ଭଦ୍ରକ, ୧୪/୦୬: ରକ୍ତରେ ଭିଜିଲା ରଜ। ପହିଲି ରଜରେ ମାଆକୁ କୁରାଢ଼ିରେ ହାଣି ହତ୍ୟା କଲା ପୁଅ। ଭଦ୍ରକ ଜିଲ୍ଲାର ବନ୍ତ ଜିରିଣା ଗାଁରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କୁରାଢ଼ିକୁ ଜବତ କରିଛି। ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି।
Prev Post
Next Post