ଭଦ୍ରକର ନୂଆ ଜିଲ୍ଲାପାଳ ନିଯୁକ୍ତ ୩୧ ରେ ସରୁଛି ଦିଲୀପ ରାଉତରାୟକଙ୍କ କାର୍ଯ୍ୟକାଳ By Darshana On Jul 30, 2026 12 0 ଭୁବନେଶ୍ୱର, ୩୦/୦୭: ସୋମେଶ କୁମାର ଉପାଧ୍ୟୟ ଭଦ୍ରକର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଆସନ୍ତା ୩୧ରେ ଦିଲୀପ ରାଉତରାୟକଙ୍କ କାର୍ଯ୍ୟକାଳ ସରୁଥିବାରୁ ତାଙ୍କୁ ଦାୟିତ୍ବ ଦିଆଯାଇଛି। ସୋମେଶ ଉପାଧ୍ୟୟ ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। 0 12 Share