ଭୁବନେଶ୍ୱର, ୨୮/୧୦: ଆସନ୍ତା ନଭେମ୍ବର ୧୮ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ମୋଟ ୪୪ ଦିନ ଧରି ଚାଲିବ। ଏଥିରେ ୩୩ଟି କାର୍ଯ୍ୟଦିବସ ରହିଛି। ସପ୍ତଦଶ ଓଡ଼ିଶା ବିଧାନସଭାର ଏହା ଅଷ୍ଟମ ଅଧିବେଶନ। ଏହି ଅଧିବେଶନରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରି ପ୍ରସ୍ତାବ ଉପସ୍ଥାପନ ସହ ଏହା ଉପରେ ଆଲୋଚନା ହେବ।
Prev Post