ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁଣି ଓଡ଼ିଶା ଗସ୍ତ ବାତିଲ୍

ରାଇରଙ୍ଗପୁର ଏଡିଏମଙ୍କ ସୂଚନା

ନୂଆଦିଲ୍ଲୀ, ୩୦/୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁଣି ଓଡ଼ିଶା ଗସ୍ତ ବାତିଲ୍।ରାଷ୍ଟ୍ରପତିଙ୍କ ଗସ୍ତ ବାତିଲ୍ ନେଇ ରାଇରଙ୍ଗପୁର ଏଡିଏମ୍‌ ସୂଚନା ଦେଇଛନ୍ତି।୩ ତାରିଖରୁ ୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଥିଲା।ପୂର୍ବରୁ ୨୮ ତାରିଖରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଥିଲା। ବାତ୍ୟା ପାଇଁ ବାତିଲ୍ ହୋଇଥିଲା ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ।