ଭୁବନେଶ୍ୱର, ୦୧/୧୧: ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ। ଯୌନ ନିର୍ଯାତନା ଅଭିଯୋଗ ପରେ ବଦଳିଲେ ଜେଲ ବିଭାଗ ଡିଜି ସୁଶାନ୍ତ ନାଥ। ଗୃହ ବିଭାଗ ଓଏସଡି ଭାବେ ସୁଶାନ୍ତ ନାଥଙ୍କୁ ବଦଳି କରାଯାଇଛି।
ସନ୍ତୋଷ ବାଲାଙ୍କୁ ଜେଲ୍ ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ଏସଏଫଏସଏଲର ନିର୍ଦ୍ଦେଶିକା ଅଛନ୍ତି ସନ୍ତୋଷ ବାଲା।