ଆଜି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ

ଆଜି ୧୨ ଘଣ୍ଟିଆ ବଲାଙ୍ଗିର ସଦର ମହକୁମା ବନ୍ଦ ଡାକରା।

ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ପକ୍ଷରୁ ବନ୍ଦ ଡାକରା

ବଲାଙ୍ଗୀର : ଆଜି ୧୨ ଘଣ୍ଟିଆ ବଲାଙ୍ଗିର ସଦର ମହକୁମା ବନ୍ଦ ଡାକରା। ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ପକ୍ଷରୁ ବନ୍ଦ ଡାକରା ଦେଇଥିବାରୁ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଛି।
ବଲାଙ୍ଗୀରରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବାର ଦେଖାଦେଉଛି। ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ଆଜି ୧୨ ଘଣ୍ଟା ବନ୍ଦ ଡାକରା ଦିଆଯାଇଛି। ଚକଅଖ ବନ୍ଦ ସହ ପିକେଟିଂ କରି ମୁଖ୍ୟ ଡାକଘର ବନ୍ଦ ହୋଇଛି। ବନ୍ଦ ଡାକରା ଯୋଗୁଁ ଦୋକାନ ବଜାର, ସ୍କୁଲ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।