୨କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଧରି କମ୍ପାନୀ ଫେରାର
ଧର୍ମଗଡ ମହିଳା ମହାବିଦ୍ୟାଳୟ ରାସ୍ତା ରେ ଏକ ଭଡ଼ାଘରେ ଯନସନ୍ ଆଣ୍ଡ ଯନସନ୍ ନାମକ ଏକ ଘରୋଇ କମ୍ପାନୀ ଅଞ୍ଚଳ ରୁ ପ୍ରାୟ ୨କୋଟି ଟଙ୍କା ନେଇ ଫେରାର ହୋଇଯାଇଛି।
ଅଧିକ ଆଶାରେ ହେରାଫେରି
ଧର୍ମଗଡ(ଦର୍ଶନ ନ୍ୟୁଜ): ଅଧିକ ଆଶାରେ ହେରାଫେରି ଫିଲ୍ମ ଦେଖାଇଲା ଜନସନ୍ ଆଣ୍ଡ ଜନସନ୍। ଧର୍ମଗଡ ମହିଳା ମହାବିଦ୍ୟାଳୟ ରାସ୍ତା ରେ ଏକ ଭଡ଼ାଘରେ ଜନସନ୍ ଆଣ୍ଡ ଜନସନ୍ ନାମକ ଏକ ଘରୋଇ କମ୍ପାନୀ ଅଞ୍ଚଳ ରୁ ପ୍ରାୟ ୨କୋଟି ଟଙ୍କା ନେଇ ଫେରାର ହୋଇଯାଇଛି। ଆଜି ଏହି ସଂସ୍ଥାର କାର୍ଯ୍ୟାଳୟ ସମ୍ମୁଖରେ ଲୋକ ଜମାହୋଇ ପାଟିତୁଣ୍ଡ କରିବା ଦେଖାଦେଇଛି। ଲୋକଙ୍କ ଅଭିଯୋଗ ଅନୁସାରେ ଏହି ସଂସ୍ଥାର ବିଭିନ୍ନ ସ୍କିମରେ ଟଙ୍କା ବିନିଯୋଗ କଲେ ଅଳ୍ପଦିନରେ ଦୁଇଗୁଣ ହୋଉଥିଲା। ଅନ୍ୟସ୍କିମ୍ ହିସାବରେ ୧୦, ୧୫ ଓ ୪୦ ଦିନରେ ଟଙ୍କା ଅନେକ ଗୁଣ ମିଳିବ ବୋଲି କୁହାଯାଉଥିଲା। ସ୍ଥାନୀୟ ଲୋକମାନେ ପ୍ରଥମେ କମ୍ ଟଙ୍କା ଲଗାଇ ଦୁଇଗୁଣ ଟଙ୍କା ଫେରସ୍ତ ପାଇଥିଲେ ପରେ ଅଧିକ ଲାଭବାନ ହେବା ଆସାରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବୋହୁତ ବ୍ୟବସାୟୀ ଏହି କମ୍ପାନୀ ରେ ଲକ୍ଷାଧିକ ଟଙ୍କା ଲଗାଇଥିବା ଜଣାପଡ଼ିଛି। ଏପରିକି ଚାକିରିଆ ମାନେ ମଧ୍ୟ ଅଧିକ ଲାଭ ଆଶାରେ ପଇସା ଲଗାଇଥିବା ସହରରେ ଏକ ଚର୍ଚ୍ଚାର ବିଷୟ ହୋଇଛି ତେବେ ଏ କମ୍ପାନୀ ବନ୍ଦ କରି ଫେରାର ହୋଇଥିବା ଜଣାପଡ଼ିଛି ହେରା ଫେରି ଏକ ହିନ୍ଦୀ ଚଳଚିତ୍ରରେ ଯେଭଳି ବ୍ୟଙ୍ଗାତ୍ମକ ଢଙ୍ଗ ରେ ପରିବେଷଣ କରାଯାଇଥିଲା ସେଭଳି ଭାବରେ ଏହି କମ୍ପାନୀ ସତକୁ ସତ ଏଭଳି ହୋଇଥିବା ଦେଖିବାକୁ ମିଳୁଛି। ସହର ର ଅନେକ ଲୋକ କମ୍ପାନୀ ସମ୍ମୁଖ ରେ ଭିଡ଼ ଜମେଇଛନ୍ତି।
*୨କୋଟି ରୁ ଉର୍ଦ୍ଧ ଟଙ୍କା ଧରି କମ୍ପାନୀ ଫେରାର*ଧର୍ମଗଡ(ଦର୍ଶନ ନ୍ୟୁଜ)ଅଧିକ ଆଶା ରେ ହେରାଫେରି ଫିଲ୍ମ ଦେଖାଇଲା ଯନସନ୍ ଆଣ୍ଡ ଯନସନ୍
ଧର୍ମଗଡ ମହିଳା ମହାବିଦ୍ୟାଳୟ ରାସ୍ତା ରେ ଏକ ଭଡ଼ାଘରେ ଯନସନ୍ ଆଣ୍ଡ ଯନସନ୍ ନାମକ ଏକ ଘରୋଇ କମ୍ପାନୀ ଅଞ୍ଚଳ ରୁ ପ୍ରାୟ ୨କୋଟି ଟଙ୍କା ନେଇ ଫେରାର ହୋଇଯାଇଛି। ଆଜି ଏହି ସଂସ୍ଥା ର କାର୍ଯ୍ୟାଳୟ ସମ୍ମୁଖ ରେ ଲୋକ ଜମାହୋଇ ପାଟିତୁଣ୍ଡ କରିବା ଦେଖାଦେଇଛି। ଲୋକଙ୍କ ଅଭିଯୋଗ ଅନୁସାରେ ଏହି ସଂସ୍ଥା ର ବିଭିନ୍ନ ସ୍କିମ୍ ରେ ଟଙ୍କା ବିନିଯୋଗ କଲେ ଅଳ୍ପଦିନ ରେ ଦୁଇଗୁଣ ହୋଉଥିଲା।ଅନ୍ୟସ୍କିମ୍ ହିସାବରେ ୧୦, ୧୫ଓ ୪୦ ଦିନରେ ଟଙ୍କା ଅନେକ ଗୁଣ ମିଳିବ ବୋଲି କୁହାଯାଉଥିଲା। ସ୍ଥାନୀୟ ଲୋକମାନେ ପ୍ରଥମେ କମ୍ ଟଙ୍କା ଲଗାଇ ଦୁଇଗୁଣ ଟଙ୍କା ଫେରସ୍ତ ପାଇଥିଲେ ପରେ ଅଧିକ ଲାଭବାନ ହେବା ଆସାରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବୋହୁତ ବ୍ୟବସାୟୀ ଏହି କମ୍ପାନୀ ରେ ଲକ୍ଷାଧିକ ଟଙ୍କା ଲଗାଇଥିବା ଜଣାପଡ଼ିଛି। ଏପରିକି ଚାକିରିଆ ମାନେ ମଧ୍ୟ ଅଧିକ ଲାଭ ଆଶାରେ ପଇସା ଲଗାଇଥିବା ସହରରେ ଏକ ଚର୍ଚ୍ଚାର ବିଷୟ ହୋଇଛି ତେବେ ଏ କମ୍ପାନୀ ବନ୍ଦ କରି ଫେରାର ହୋଇଥିବା ଜଣାପଡ଼ିଛି ହେରା ଫେରି ଏକ ହିନ୍ଦୀ ଚଳଚିତ୍ରରେ ଯେଭଳି ବ୍ୟଙ୍ଗାତ୍ମକ ଢଙ୍ଗ ରେ ପରିବେଷଣ କରାଯାଇଥିଲା ସେଭଳି ଭାବରେ ଏହି କମ୍ପାନୀ ସତକୁ ସତ ଏଭଳି ହୋଇଥିବା ଦେଖିବାକୁ ମିଳୁଛି। ସହର ର ଅନେକ ଲୋକ କମ୍ପାନୀ ସମ୍ମୁଖ ରେ ଭିଡ଼ ଜମେଇଛନ୍ତି।