ଶ୍ରେଷ୍ଠ ଓଡିଆ ଫିଲ୍ମ ‘ପ୍ରତୀକ୍ଷା’

ନୂଆଦିଲ୍ଲୀରେ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଘୋଷଣା କରାଯାଇଛି ।

୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ତାଲିକା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଘୋଷଣା କରାଯାଇଛି । ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କୁ ଘୋଷଣା କରାଯିବା ସହ ସିନେମାର ବିଭିନ୍ନ କ୍ଷେତ୍ରରେ ପ୍ରତିପାଦିତ କରିଥିବା ଶେଷ୍ଠ କଳାକାରଙ୍କୁ ସମ୍ମାନିତ କରାଯାଇଛି । ଆରଆରଆର, ସର୍ଦ୍ଦାର ଉଦ୍ଧମ, ଗଙ୍ଗୁବାଇ କାଠିଆୱାଡିକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ।
ବେଷ୍ଟ ଫିଲ୍ମ ଅନ ନେସନାଲ ଇଂଟିଗ୍ରେସନ- ଦି କାଶ୍ମୀର ଫାଇଲ୍ସ
ବେଷ୍ଟ ଫିଲ୍ମ ଫର ହୋଲସମ ଏଂଟରଟେନମେଂଟ- ଆରଆରଆର
ବେଷ୍ଟ ଫିଚର ଫିଲ୍ମ- ରକେଟ୍‌ରି: ଦି ନାମ୍ବି ଇଫେକ୍ଟ
ବେଷ୍ଟ ଫିମେଲ ପ୍ଲେବ୍ୟାକ୍‌- ଶ୍ରେୟା ଘୋଷଲ
ବେଷ୍ଟ ମେଲ ପ୍ଲେବ୍ୟାକ- କଳା ଭୈରବ (ଆରଆରଆର)
ବେଷ୍ଟ ସପୋର୍ଟିଙ୍ଗ ଆକ୍ଟର- ପଙ୍କଜ ତ୍ରିପାଠୀ (ମିମି)
ବେଷ୍ଟ ସପୋର୍ଟିଙ୍ଗ ଆକ୍ଟ୍ରେସ- ପଲ୍ଲବୀ ଜୋଶୀ
ବେଷ୍ଟ ଏଡିଟିଙ୍ଗ- ଗଙ୍ଗୁବାଇ କାଠିଆୱାଡି
ବେଷ୍ଟ ଡାଇଲଗ- ଗଙ୍ଗୁବାଇ କାଠିଆୱାଡି
ବେଷ୍ଟ ସିନେମାଟୋଗ୍ରାଫି- ସର୍ଦ୍ଦାର ଉଦ୍ଧମ
ବେଷ୍ଟ ମେକ-ଅପ ଆର୍ଟିଷ୍ଟ- ଗଙ୍ଗୁବାଇ କାଠିଆୱାଡି
ବେଷ୍ଟ ଆକ୍ଟର- ଅଲ୍ଲୁ ଅର୍ଜୁନ (ପୁଷ୍ପା)
ବେଷ୍ଟ ଫିଲ୍ମ- ସର୍ଦ୍ଦାର ଉଦ୍ଧମ
ସ୍ୱତନ୍ତ୍ର ଚଳଚ୍ଚିତ୍ର ବର୍ଗ
ବେଷ୍ଟ ମିଶିଙ୍ଗ ଫିଲ୍ମ- ବୁମ୍ବା ରାଇଡ
ବେଷ୍ଟ ଓଡିଆ ଫିଲ୍ମ- ପ୍ରତୀକ୍ଷା
ବେଷ୍ଟ ଆସାମୀଜ୍ ଫିଲ୍ମ- ଅନୁର
ବେଷ୍ଟ ବେଙ୍ଗଲି ଫିଲ୍ମ- କଲକୋଖୋ
ବେଷ୍ଟ ହିନ୍ଦୀ ଫିଲ୍ମ- ସର୍ଦ୍ଦାର ଉଦ୍ଧମ
ବେଷ୍ଟ ଗୁଜରାଟ ଫିଲ୍ମ- ଲାଷ୍ଟ ଫିଲ୍ମ ସୋ
ବେଷ୍ଟ କନ୍ନଡ ଫିଲ୍ମ- ୭୭୭ ଚାର୍ଲି
ବେଷ୍ଟ ମୈଥାଳୀ ଫିଲ୍ମ- ସମାନନ୍ତର
ବେଷ୍ଟ ମରାଠୀ ଫିଲ୍ମ- ଏକଡା ଜେ ଜାଲା
ବେଷ୍ଟ ମାଲାୟାଲାମ ଫିଲ୍ମ- ହୋମ
ଟେକନିକାଲ ପୁରସ୍କାର ବର୍ଗ
ବେଷ୍ଟ ଆକ୍ସନ ଡିରେକ୍ସନ ଆୱାର୍ଡ- ଆରଆରଆର
ବେଷ୍ଟ କୋରିଓଗ୍ରାଫି- ଆରଆରଆର
ବେଷ୍ଟ ସ୍ପେଶାଲ ଇଫେକ୍ଟ- ଆରଆରଆର
ବେଷ୍ଟ ଜୁରୀ ଆୱାର୍ଡ- ସେରଶାହ
ବେଷ୍ଟ ଲିରିକ୍ସ- କୋନ୍ଦା ପୋଲମ
ନନ-ଫିଚର ଫିଲ୍ମ ବର୍ଗର ପ୍ରମୁଖ ବିଜେତା
ବେଷ୍ଟ ନନ-ଫିଚର ଫିଲ୍ମ- ଏକ ଥା ଗାଁଓ
ବେଷ୍ଟ ଡିରେକ୍ଟର- ବକୁଆଲ ମତିୟାଣୀ ଫର ଦି ଫିଲ୍ମ ସ୍ମାଇଲ ପ୍ଲିଜ (ହିନ୍ଦୀ)
ବେଷ୍ଟ ଫିଲ୍ମ ଅନ ଫ୍ୟାମିଲି ଭ୍ୟାଲୁସ୍‌- ଚାନ୍ଦ ସାନ୍ସେ (ହିନ୍ଦୀ)
ବେଷ୍ଟ ସିନେମାଟୋଗ୍ରାଫର- ବିଟ୍ଟୁ ରାୱତ ଫର ଦି ଫିଲ୍ମ ପଟାଲ ତି (ଭୋତିୟା)
ବେଷ୍ଟ ଇନଭେଷ୍ଟିଗେଟିଭ ଫିଲ୍ମ- ଲୁକିଙ୍ଗ ଫର ଚାଲାଣ (ଇଂଲିଶ)
ବେଷ୍ଟ ଏଜୁକେସନାଲ ଫିଲ୍ମ- ସିରପିଗାଲିନ ସିପାଙ୍ଗଲ (ତାମିଲ)
ବେଷ୍ଟ ଫିଲ୍ମ ଅନ ସୋସିଆଲ ଇସ୍ୟୁସ୍‌- ମିଠୁ ଦି (ଇଂଲିଶ), ଥ୍ରୀ ଟୁ ୱାନ (ମରାଠୀ ଓ ହିନ୍ଦୀ)
ବେଷ୍ଟ ଏନଭାଏରୋନମେଂଟାଲ ଫିଲ୍ମ- ମୁନ୍ନାମ ବାଲାବୁ (ମାଲାୟାଲମ)
ନନ-ଫିଚର ଫିଲ୍ମ
ବେଷ୍ଟ ନନ-ଫିଚର ଫିଲ୍ମ- ଏକ ଥା ଗାଁଓ
ବେଷ୍ଟ ଡିରେକ୍ସନ- ସ୍ମାଇଲ ପ୍ଲିଜ
ବେଷ୍ଟ ସର୍ଟ ନନ-ଫିକ୍ସନ ଫିଲ୍ମ- ଡାଲ ଭାତ (ଗୁଜରାଟି)