ଜନବିରୋଧୀ କାମକୁ ନବୀନଙ୍କ ନାଁ

ବିଜେଡି ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ବହିଷ୍କାର କରାଯାଇଛି ।

ବହିଷ୍କାର ହେଲେ ବିଜେଡି ଉପାଧ୍ୟକ୍ଷ

ଭୁବନେଶ୍ୱର,୧୧/୯: ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ କଟକ ଚୌଦାର ବିଧାନସଭା ନିର୍ବାଚନ ମଣ୍ଡଳୀର ନଗର କମିଟି ବିଜେଡି ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ବହିଷ୍କାର କରିଛନ୍ତି । ଜନବିରୋଧୀ କାର୍ଯ୍ୟକଳାପ ପାଇଁ ମାନ୍ୟବର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ମହାନ୍ତିଙ୍କୁ ଦଳରୁ ବହିଷ୍କାର କରାଯାଇଛି ।