ନୂଆପଡ଼ାର ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନବୀନ

ନବୀନ ପଟ୍ଟନାୟକ ନୂଆପଡା ଓ ଭଦ୍ରକ ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥିବା ବେଳେ ଛେଣ୍ଡିପଦା ପାଇଁ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି।

ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ହେଲେ ସସ୍ମିତା ରାଣୀ ନାୟକ

ଭୁବନେଶ୍ବର, ୦୯/୦୨/୨୦୨୪: ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ବିଜେଡିର କିଛି ନାରୀ ନେତ୍ରୀମାନଙ୍କୁ ବିଜୁ ମହିଳା ଜନତା ଦଳର ବିଭିନ୍ନ ପଦବୀରେ ନିଯୁକ୍ତ କରିଛନ୍ତି। ନିମ୍ନରେ ପ୍ରଦତ୍ତ: