ନିଯୁକ୍ତ ହେଲେ ବିସିଜେଡି ନୂତନ ଉପସଭାପତି

ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ବିଜୁ ଛାତ୍ର ଜନତା ଦଳର ଏକାଧିକ ପଦବୀରେ ବିଭିନ୍ନ ଛାତ୍ର ନେତାଙ୍କୁ ନିଯୁକ୍ତ କରିଛନ୍ତି।

ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ନୂତନ ସଂଯୋଜକ

ଭୁବନେଶ୍ବର, ୦୯/୦୨/୨୦୨୪: ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଛାତ୍ର ଜନତା ଦଳର ନୂତନ ଉପସଭାପତି ନିଯୁକ୍ତ କରିବା ସହିତ ସାଧାରଣ ସମ୍ପାଦକ, ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ଏବଂ ନିର୍ବାଚନ ମଣ୍ଡଳୀ ସଂଯୋଜକ ଭାବେ ବିଜେଡିର ନେତାମାନଙ୍କୁ ନିଯୁକ୍ତ କରିଛନ୍ତି।