ଆସିଲା ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ଆଜି ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କରାଯାଇଛି।

ତୃତୀୟ ପର୍ଯ୍ୟାୟରେ ୫ ଲୋକସଭା ପ୍ରାର୍ଥୀଙ୍କ ନାମ ପ୍ରକାଶ

ଭୁବନେଶ୍ବର, ୦୩/୦୪/୨୦୨୪: ଆଜି ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଏବଂ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ୨୭ ବିଧାନସଭା ପ୍ରାର୍ଥୀ ଏବଂ ୫ ଲୋକସଭା ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।

ବିଧାନସଭା ପ୍ରାର୍ଥୀଙ୍କ ତାଲିକା:

ବ୍ରଜରାଜନଗର- ଅଳକା ମହାନ୍ତି
ଝାରସୁଗୁଡ଼ା- ଦୀପାଳୀ ଦାସ
ତଳସରା- ବିଜୟ କୁମାର ଟପ୍ପୋ
ସୁନ୍ଦରଗଡ଼- ଯୋଗେଶ ସିଂହ
ରାଜଗାଙ୍ଗପୁର- ଅନୀଲ ବାର୍ଲା
ବଣାଇ- ଭୀମସେନ ଚୌଧୁରୀ
ଯଶିପୁର- ଚକ୍ରଧର ହେମ୍ବ୍ରମ
ଉଦଳା- ଶ୍ରୀନାଥ ସୋରେନ
ବାରିପଦା- ସାନନ୍ଦ ମାରାଣ୍ଡି
ବଡ଼ସାହି- ଅନସୂୟା ପାତ୍ର
ମୋରଡା- ପ୍ରୀତିନନ୍ଦା କାନୁନଗୋ
ସୋର- ମାଧବ ଧଡା
ଆଠମଲ୍ଲିକ- ନଳିନୀକାନ୍ତ ପ୍ରଧାନ
ବୀରମହାରାଜପୁର- ପଦ୍ମନାଭ ବେହେରା
ଖରିଆର- ଅଧିରାଜ ପାଣିଗ୍ରାହୀ
ଫୁଲବାଣୀ- ଜୟଶ୍ରୀ କାହାଁର
ମାହାଙ୍ଗା- ଅଙ୍କିତ ପ୍ରତାପ ଜେନା
ତିର୍ତ୍ତୋଲ- ରମାକାନ୍ତ ଭୋଇ
ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି
ଭୁବନେଶ୍ବର(ଉତ୍ତର)- ସୁଶାନ୍ତ କୁମାର ରାଉତ
ଏକାମ୍ର ଭୁବନେଶ୍ୱର- ଅଶୋକ ଚନ୍ଦ୍ର ପଣ୍ଡା
ଖଲ୍ଲିକୋଟ- ସୂର୍ଯ୍ୟମଣି ବୈଦ
ଆସ୍କା- ମଞ୍ଜୁବାଳା ସ୍ୱାଇଁ
ବ୍ରହ୍ମପୁର- ରମେଶ ଚନ୍ଦ୍ର ଛଉପଟ୍ଟନାୟକ
ପାରଳାଖେମୁଣ୍ଡି- ରୁପେଶ ପାଣିଗ୍ରାହୀ
ମୋହନା- ଅନ୍ତର୍ଯ୍ୟାମୀ ଗମାଙ୍ଗ
ପଟ୍ଟାଙ୍ଗୀ- ପ୍ରଫୁଲ୍ଲ କୁମାର ପାଙ୍ଗୀ

ଲୋକସଭା ପ୍ରାର୍ଥୀଙ୍କ ତାଲିକା:

ବଲାଙ୍ଗୀର- ସୁରେନ୍ଦ୍ର ସିଂହ ଭୋଇ
ଭଦ୍ରକ- ମଞ୍ଜୁଲତା ମଣ୍ଡଳ
ବରଗଡ଼- ପରିଣୀତା ମିଶ୍ର
ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର
କେନ୍ଦୁଝର- ଧନଞ୍ଜୟ ସିନ୍ଧୁ