ବିଜେଡ଼ିର ନୂଆ ସାଂଗଠନିକ ଜିଲ୍ଲା ସଭାପତି ନିଯୁକ୍ତ

ଅଶୋକ ପଣ୍ଡା ଭୁବନେଶ୍ୱର ବିଜେଡ଼ି ସଭାପତି

ଭୁବନେଶ୍ୱର, ୦୫/୦୫: ବିଜୁ ଜନତା ଦଳର ୬ଟି ସାଂଗଠନିକ ଜିଲ୍ଲାର ନୂତନ ସଭାପତି ନିଯୁକ୍ତି ଘୋଷଣା କରାଯାଇଛି। ରାଜ୍ୟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ଏକ ସରକାରୀ ବିଜ୍ଞପ୍ତି ଜରିଆରେ ଏହି ନିଯୁକ୍ତି ଘୋଷଣା କରିଛନ୍ତି।

ବିଜେଡିର ନୂଆ ସଭାପତିମାନେ ହେଲେ

ଅଶୋକ ଚନ୍ଦ୍ର ପଣ୍ଡା – ଭୁବନେଶ୍ବର

ଆଶିଷ ଚକ୍ରବର୍ତ୍ତୀ – କେନ୍ଦୁଝର

ସରୋଜ ମେହେର – ବଲାଙ୍ଗୀର

ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ – ରାଉରକେଲା

ରୋହିତ ପୂଜାରୀ – ସମ୍ବଲପୁର

ଦେବାଶିଷ ମାରାଣ୍ଡି – ମୟୂରଭଞ୍ଜ-୨