ଭୁବନେଶ୍ୱର, ୩୦/୦୬: ଓଏଏସ୍ ଅଧିକାରୀ (ସୁପର ସିଲେକ୍ସନ ଗ୍ରେଡ୍) ମିର୍ଦ୍ଧା ଟପ୍ପୋଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମୋହନ ମାଝୀଙ୍କ ସ୍ୱତନ୍ତ୍ର ସଚିବ ଭାବରେ ନିଯୁକ୍ତ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମିର୍ଦ୍ଧା ଟପ୍ପୋ ପୂର୍ବରୁ କେନ୍ଦୁଝରରେ ଡୁଡା (ଜିଲ୍ଲା ସହରାଞ୍ଚଳ ବିକାଶ ସଂସ୍ଥା)ର ପ୍ରକଳ୍ପ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ।
Prev Post
Next Post