ମୋର୍ଚ୍ଚା ସଭାପତି ଘୋଷଣା କଲା ବିଜେପି

୩୭ ସାଂଗଠନିକ ଜିଲ୍ଲା ପ୍ରଭାରୀଙ୍କ ନାଁ ଘୋଷଣା

ଭୁବନେଶ୍ୱର, ୦୯/୧୨: ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ମୋର୍ଚ୍ଚା ସଭାପତି ସହ ୩୭ ସାଂଗଠନିକ ଜିଲ୍ଲା ପ୍ରଭାରୀଙ୍କ ନାଁ ଘୋଷଣା କରାଯାଇଛି।

ଅଭିଳାଷ ପଣ୍ଡା- ଭାରତୀୟ ଯୁବ ମୋର୍ଚ୍ଚା ସଭାପତି

ଡ. ଐଶ୍ବର୍ଯ୍ୟା ବିଶ୍ବାଳ- ମହିଳା ମୋର୍ଚ୍ଚା ସଭାପତି

ଶୁଭ୍ରାଂଶୁ ମୋହନ ପାଢ଼ୀ- କୃଷକ ମୋର୍ଚ୍ଚା ସଭାପତି

କାନ୍ଦେରା ସୋରେନ- ଆଦିବାସୀ ମୋର୍ଚ୍ଚା ସଭାପତି

ବାଇଧର ମଲ୍ଲିକ୍‌- ଏସ୍‌ସି ମୋର୍ଚ୍ଚା ସଭାପତି

ପ୍ରଦ୍ୟୁମ୍ନ ନାୟକ- ଓବିସି ମୋର୍ଚ୍ଚା ସଭାପତି

ଗୁରିନ୍ଦର ସିଂ- ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି