ଦୁର୍ଗା ମାଧବ ଶତପଥୀ ହେଲେ ନୂଆ DMET

ସନ୍ତୋଷ ମିଶ୍ର ହେଲେ PGIMER ନିର୍ଦ୍ଦେଶକ

ଭୁବନେଶ୍ୱର, ୨୦/୦୩: ଡକ୍ଟର ଦୁର୍ଗାମାଧବ ଶତପଥୀ DMET ଭାବେ ନିଯୁକ୍ତି ପାଇଲେ। ସେ MKCG ମେଡିକାଲ କଲେଜର ସୁପରିନ୍‌ଟେଣ୍ଡେଣ୍ଟ ଥିଲେ। ଡକ୍ଟର ସନ୍ତୋଷ ମିଶ୍ର, ଯିଏ କି DMET ଥିଲେ, ତାଙ୍କୁ PGIMER, ଭୁବନେଶ୍ୱର’ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଗଲା।