ବରଗଡ଼, ୦୫/୦୪: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଦନ୍ତ ସମସ୍ୟା ଏକ ସାଧାରଣ କଥା ହୋଇଗଲାଣି। କିନ୍ତୁ ଏବେ ବରଗଡ଼ ସହରରେ ଦନ୍ତ ଚିକିତ୍ସା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି ‘ପିଓର୍ ଡେଣ୍ଟ ୩୨’ (Pure Dent 32)। ଶ୍ରୀ ସତ୍ୟ ସାଇ ଆରୋଗ୍ୟ ହସ୍ପିଟାଲ ପରିସରରେ ଥିବା ଏହି କ୍ଲିନିକରେ ଅଭିଜ୍ଞ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ନିହାର ରଞ୍ଜନ ନାୟକ (MDS, Prostho & Implant Surgeon) ରୋଗୀଙ୍କୁ ସେବା ଯୋଗାଇ ଦେଉଛନ୍ତି।
କାହିଁକି ଆସିବେ ପିଓର୍ ଡେଣ୍ଟ ୩୨?
୧୫ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ଡାକ୍ତର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଠାରେ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଦାନ୍ତର ଯତ୍ନ ନିଆଯାଉଛି। କ୍ଲିନିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି “Advanced Dentistry, Gentle Care” ଅର୍ଥାତ୍ ଉନ୍ନତ ଚିକିତ୍ସା ସହିତ ରୋଗୀଙ୍କ ସୁବିଧାକୁ ପ୍ରାଥମିକତା ଦେବା।
ଏଠାରେ ଉପଲବ୍ଧ ସେବା ସମୂହ ହେଲା,
ଡେଣ୍ଟାଲ୍ ଇମ୍ପ୍ଲାଣ୍ଟ: ପ୍ରାକୃତିକ ଦାନ୍ତ ଭଳି ସୁଦୃଢ଼ ଓ ସ୍ଥାୟୀ ସମାଧାନ।
ଆର.ସି.ଟି. (Root Canal Treatment): ଯନ୍ତ୍ରଣାମୁକ୍ତ ଚିକିତ୍ସା।
କସମେଟିକ୍ ଫିଲିଂ ଓ ସେଲିବ୍ରିଟି ସ୍ମାଇଲ୍: ଆପଣଙ୍କ ହସକୁ ଅଧିକ ସୁନ୍ଦର କରିବା ପାଇଁ ସ୍ୱତନ୍ତ୍ର ସେବା।
ବ୍ରେସେସ୍ ଓ ଅର୍ଥୋ ଚିକିତ୍ସା: ବଙ୍କା-ଟଙ୍କା ଦାନ୍ତର ସଂଶୋଧନ।
ଲେଜର ଥେରାପି ଓ ମାଇନର ଓରାଲ ସର୍ଜରୀ: ଅତି ସୂକ୍ଷ୍ମ ଓ କମ୍ ଯନ୍ତ୍ରଣାଦାୟକ ଅସ୍ତ୍ରୋପଚାର।
ଇ.ଏମ୍.ଆଇ (EMI) ସୁବିଧା: ଚିକିତ୍ସା ଖର୍ଚ୍ଚ ପାଇଁ ସହଜ କିସ୍ତିର ସୁବିଧା ମଧ୍ୟ ଏଠାରେ ରହିଛି।
ଠିକଣା ଓ ଯୋଗାଯୋଗ:
ପିଓର୍ ଡେଣ୍ଟ ୩୨ (Pure Dent 32)
ଶ୍ରୀ ସତ୍ୟ ସାଇ ଆରୋଗ୍ୟ ହସ୍ପିଟାଲ,
ପ୍ରଥମ ମହଲା, ୱାର୍ଡ ନଂ-୧୪, ଗଙ୍ଗାଧର ନଗର (ଗୋବିନ୍ଦ ପାଲି ରୋଡ), ବରଗଡ଼।
ଫୋନ୍: ୯୬୬୮୧ ୭୯୮୪୩ / ୯୫୫୬୬ ୯୪୮୫୩
ଏଣିକି ଦାନ୍ତ ସମସ୍ୟା ପାଇଁ ଆଉ ଚିନ୍ତା ନୁହେଁ, ଆଜି ହିଁ ଯୋଗାଯୋଗ କରନ୍ତୁ ଏବଂ ନିଜ ହସକୁ କରନ୍ତୁ ଅଧିକ ଉଜ୍ଜ୍ୱଳ ଓ ସୁନ୍ଦର।