ଦିଲ୍ଲୀ ଯିବେ ନବୀନ କାହିଁକି ଦିଲ୍ଲୀ ଗସ୍ତ କରିବେ ନବୀନ By Darshana Last updated Apr 8, 2026 40 0 ଭୁବନେଶ୍ୱର, ୦୮/୦୪: ଆସନ୍ତା ୧୦ ତାରିଖରେ ଦିଲ୍ଲୀ ଗସ୍ତ କରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ଦିଲ୍ଲୀ ଯିବେ ନବୀନ। ଗତ କାଲି ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କର ଗୁରତ୍ବପୂର୍ଣ୍ଣ ହାର୍ଟ ସର୍ଜରୀ ହୋଇଥିଲା। 0 40 Share