ଅନୁସୁଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ମିଡିଆ ସଂଯୋଜକ, କୋଷାଧ୍ୟକ୍ଷ ଏବଂ ସଂଯୋଜକ ନାମ ତାଲିକା ଘୋଷଣା
୮ ଉପସଭାପତିଙ୍କ ନାମ ଘୋଷଣା
ଭୁବନେଶ୍ୱର, ୦୨/୦୫: ବିଜେପି ଅନୁସୁଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ କାନ୍ଦ୍ରା ସୋରେନ ଆଜି ଅନୁସୁଚିତ ଜନଜାତି ମୋର୍ଚ୍ଚାର ରାଜ୍ୟ ପଦାଧିକାରୀ ନାମ ତାଲିକା ଘୋଷଣା କରିଛନ୍ତି ।
ତାଲିକା ସଂଲଗ୍ନ କରାଗଲା ।
