ଭୁବନେଶ୍ୱର, ୦୬/୦୫: ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। Ecmwf ମଡେଲ୍ ଅନୁଯାୟୀ ମେ ୧୦ରେ ଲଘୁଚାପ ସୃଷ୍ଟି ହେବ। ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ବିଭିନ୍ନ ମଡେଲ୍ ଆକଳନ ନେଇ ମିଳିଲା ସଙ୍କେତ। ହେଲେ କେତେ ତୀବ୍ର ହେବ ଓ କେଉଁଆଡ଼କୁ ଗତି କରିବ ତାହା ଅସ୍ପଷ୍ଟ ରହିଛି। ବର୍ତ୍ତମାନ କେନ୍ଦ୍ରୀୟ ଭାରତରେ ଏକ ଟ୍ରପ୍ଲାଇନ୍ ରହିଛି। ଯାହା ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଛି।
Prev Post