କଟକ, ୧୧/୦୫: କର୍ପୋରେଟର ଅରବିନ୍ଦ ଜେନାଙ୍କୁ ଦଳରୁ ସସପେଣ୍ଡ କଲା ବିଜେଡି। CMC କର୍ପୋରେଟର ଅରବିନ୍ଦ ଜେନାଙ୍କୁ ବିଜେଡିରୁ ସସ୍ପେଣ୍ଡ୍ କରାଯାଇଛି। ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ସସ୍ପେଣ୍ଡ୍ କରାଯାଇଥିବା ନେଇ ପ୍ରେସ୍ ରିଲିଜ୍ରେ କହିଛି ବିଜେଡ଼ି।
CMC ୫୩ନଂ ୱାର୍ଡ ବିଜେଡି କର୍ପୋରେଟର ଅରବିନ୍ଦ ଜେନା ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ଘନିଷ୍ଠ ସହଯୋଗୀ।