ଖାକିରେ ଦାଗ: ପୋଲିସ ଅଧିକାରୀଙ୍କ ଗଞ୍ଜେଇ ଡିଲ୍

ASI, କନ୍‌ଷ୍ଟେବଳ ନିଲମ୍ବିତ

ବରଗଡ଼, ୧୪/୦୫: ଖାକିରେ ଲାଗିଲା ଦାଗ। ଗଞ୍ଜେଇ ଡିଲ୍‌ ବେଳେ ଧରାପଡ଼ିଲେ ପୋଲିସ ଅଧିକାରୀ। ଝାରବନ୍ଧ ଥାନା ASI, IIC, କନ୍‌ଷ୍ଟେବଲ୍‌, ହୋମଗାର୍ଡ ଧରାପଡ଼ିଲେ। ଯାହା ପରେ ASI, କନ୍‌ଷ୍ଟେବଲ୍‌ଙ୍କୁ ନିଲମ୍ବନ ସହ ହୋମଗାର୍ଡଙ୍କୁ ବହିଷ୍କାର କରାଯାଇଛି। IICଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟାଳୟକୁ ବଦଳି ସହ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିଛି।