ଥିରୁଅନନ୍ତପୁରମ, ୧୪/୦୫: କେରଳମ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କଲା କଂଗ୍ରେସ। ପ୍ରେସମିଟ୍ରେ ନାଁ ଘୋଷଣା କଲା କଂଗ୍ରେସ। ଭିଡି ସତୀଶନ ହେବେ କେରଳମ ମୁଖ୍ୟମନ୍ତ୍ରୀ। ଭି.ଡି. ସତୀଶନଙ୍କ ଉପରେ ମୋହର ଲଗାଇଛନ୍ତି କଂଗ୍ରେସ ହାଇ କମାଣ୍ଡ। ଉତ୍ତର ପାରାଭୁର ଆସନରୁ ବିଧାୟକ ହୋଇଥିଲେ ସତୀଶନ। ୨୦୦୧ରୁ ଲଗାତାର ଭାବେ ବିଧାୟକ ହୋଇଛନ୍ତି ସତୀଶନ। ୬ ଥର ବିଧାୟକ ରହିଥିବା ସତୀଶନ ୨୦୨୧ରୁ ୨୦୨୬ ଯାଏଁ ବିରୋଧୀ ଦଳ ନେତା ଥିଲେ।
Prev Post