ସୋନପୁର, ୨୧/୦୫: ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ARCS ଅଫିସ୍ର ସିନିୟର୍ ଆସିଷ୍ଟାଣ୍ଟ। ସିନିୟର୍ ଆସିଷ୍ଟାଣ୍ଟ ଅନିଲ୍ ପଣ୍ଡାଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଲା ସୋନପୁର ଭିଜିଲାନ୍ସ ଟିମ୍।
ପୂର୍ବତନ କର୍ମଚାରୀଙ୍କ ବକେୟା ଦରମା କରାଇ ଦେବାକୁ ନେଉଥିଲେ ଲାଞ୍ଚ। ଆକାଉଣ୍ଟ ପେମେଣ୍ଟ ମାଧ୍ୟମରେ ୭୦ ହଜାର ଟଙ୍କା ନେବା ବେଳେ ଧରାପଡ଼ିଲେ।