OPSC ସଚିବ ହେଲେ OAS ସତ୍ୟବ୍ରତ ରାୟ
OAS ସଞ୍ଜିବୀତା ରାୟଙ୍କୁ OPSC ଅତିରିକ୍ତ ସଚିବ ଓ ପରୀକ୍ଷା ନିୟନ୍ତ୍ରକ ଦାୟିତ୍ବ
ଭୁବନେଶ୍ୱର, ୦୯/୦୫: OAS ସତ୍ୟବ୍ରତ ରାୟଙ୍କୁ OPSC ସଚିବ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। OAS ସଞ୍ଜିବୀତା ରାୟଙ୍କୁ OPSC ଅତିରିକ୍ତ ସଚିବ ଓ ପରୀକ୍ଷା ନିୟନ୍ତ୍ରକ ଦାୟିତ୍ବ ମିଳିଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।