ଥାନାରେ ଥାର୍ଡ ଡିଗ୍ରୀ: ଅବକାରୀ କମିଶନରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

SI ଓ ASI ସସ୍‌ପେଣ୍ଡ

କେନ୍ଦ୍ରାପଡ଼ା, ୧୧/୦୬: ପଟ୍ଟାମୁଣ୍ଡାଇ ଅବକାରୀ ଥାନାରେ ଥାର୍ଡ ଡିଗ୍ରୀ ମାମଲାରେ SI ଓ ASIଙ୍କୁ ସସ୍‌ପେଣ୍ଡ କରିଛନ୍ତି ଅବକାରୀ କମିଶନର।

ଅବକାରୀ SI ଛାୟାକାନ୍ତ ନାୟକ ଓ ASI ପ୍ରଦୀପ ମଲ୍ଲିକ ସସ୍‌ପେଣ୍ଡ ହୋଇଛନ୍ତି। ରାଜନଗରର ବିନୋଦ ଦାସଙ୍କୁ ଥାର୍ଡ ଡିଗ୍ରୀ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।