ବିନିକା, ୨୦/୦୬: ବ୍ଲକ୍ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦଙ୍କ ଘରକୁ ଗୁଳି ମାଡ଼। ଗତ କାଲି ବିଳମ୍ବିତ ରାତିରେ ତାଙ୍କ ସ୍ଵାମୀ ତଥା ବିଜେଡ଼ି ନେତା ଅଶୋକ ନନ୍ଦଙ୍କ ସିଂହିଯୁବା ସ୍ଥିତ ଘର ଉପରକୁ ୨୫ ରାଉଣ୍ଡ ଫାୟାରିଂ କରିଛନ୍ତି କିଛି ଦୁର୍ବୃତ୍ତ। ଏଥିସହ ୨ଟି କାର୍କୁ ମଧ୍ୟ ଗୁଳି ଚଳାଇଛନ୍ତି। ଦୁର୍ବୃତ୍ତ ଫେରାର୍ ମାରିଥିବା ବେଳେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି। ପୋଲିସ୍ ତଦନ୍ତ ଆରମ୍ଭ କରିଛି।
Prev Post
Next Post