ଫୁଲବାଣୀ, ୦୧/୦୭: ମନରେଗା ଟଙ୍କା ଆତ୍ମସାତ ମାମଲାରେ ୨ ଯନ୍ତ୍ରୀ ଗିରଫ। ୨ ଯନ୍ତ୍ରୀଙ୍କୁ ଗିରଫ କଲା ଫୁଲବାଣୀ ଭିଜିଲାନ୍ସ। କୋଟଗଡ଼ ବ୍ଲକ AE ପ୍ରଶାନ୍ତ ପାତ୍ର, JE ପ୍ରଫୁଲ୍ଲ ବେହେରା ଗିରଫ ହୋଇଛନ୍ତି। ଉଭୟ ଯନ୍ତ୍ରୀ ମନରେଗା କାମରେ ୪୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ରହିଛି।
Next Post