ଭୁବନେଶ୍ୱର, ୧୩/୧୦: ଛାତ୍ର ସଂସଦ ନିର୍ବାଚନ ବେଳେ ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡିର ଦୃଢ଼ କାର୍ଯ୍ୟାନୁଷ୍ଠାନ। ପୁରୀ ନିର୍ବାଚନ ମଣ୍ଡଳୀର ମୁରାରୀ ଶ୍ରୀପତି ନାୟକ ବିଜେଡିରୁ ସସ୍ପେଣ୍ଡ୍ ହୋଇଛନ୍ତି।
ଜଗତସିଂହପୁର ଜିଲ୍ଲାର ୨ ଜିଲ୍ଲା ପରିଷଦ ସଭ୍ୟଙ୍କୁ ମଧ୍ୟ ବିଜେଡିରୁ ସସ୍ପେଣ୍ଡ୍ କରାଯାଇଛି। ନାଉଗାଁର ସଭ୍ୟ ଅମିତା ସ୍ବାଇଁ, ବିରିଡିର ସଭ୍ୟ ଚନ୍ଦ୍ରଶେଖର ଦାଶ ସସ୍ପେଣ୍ଡ୍ ହୋଇଛନ୍ତି।