ସିଟି ଏବଂ ଜିଏସଟି ପକ୍ଷରୁ ସୋରର ୨ଟି ଅଳଙ୍କାର ଦୋକାନ ଉପରେ ଚଢ଼ଉ

ସୋର: ବାଲେଶ୍ବର ଜିଲ୍ଲା ସୋରରେ ସିଟି ଏବଂ ଜିଏସଟି ଏନ୍ଫୋର୍ସମେଣ୍ଟ ପକ୍ଷରୁ ଦୁଇଟି ସ୍ଥାନରେ ଦେବୀ ଜୁଏଲାରି ଏବଂ ଜଗନ୍ନାଥ ଜୁଏଲାରି ଉପରେ ବୁଧବାର ଚଢ଼ଉ କରାଯାଇଛି। ଡେପୁଟି କମିସନର ପ୍ରମୋଦ କୁମାର ମଣ୍ଡଳଙ୍କ ନେତୃତ୍ୱରେ ବାଲେଶ୍ୱର ଏବଂ ବାରିପଦା ୟୁନିଟର ୪ ଗୋଟି ଟିମଟିମରେ ୧୬ ଜଣ ଚଢ଼ଉ କରିଛନ୍ତି।