ଠକେଇ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ପ୍ରତିକ୍ରିୟା ରଖିଛନ୍ତି । ଫେସବୁକ ପୋଷ୍ଟରେ ପ୍ରତିକ୍ରିୟା ରଖିଛନ୍ତି ବର୍ଷା । ସେ ଲେଖିଛନ୍ତି, ୨୦୨୦ ପରଠୁ ମୋ ନାଁରେ ଅନେକ ମିଥ୍ୟା ମାମଲା ହେଉଛି । ଷଡଯନ୍ତ୍ର କରି ମୋ ସ୍ୱର ଚାପିବାକୁ ଚେଷ୍ଟା ହେଉଛି । ସତ୍ୟତା ନଥାଇ ମୋ ନାଁରେ ଖବର ପ୍ରସାରଣ ହେଉଛି । ଏଭଳି କରିବା ଦୁର୍ଭାଗ୍ୟଜନକ ।
Prev Post
Next Post