ଯାଜପୁର, ୨୮/୧୦: ଯାଜପୁର ସରକାରୀ ପଲିଟେକ୍ନିକ୍ରେ ୩ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନିଲମ୍ବିତ କରାଯାଇଛି। ନୃସିଂହ ଚରଣ ବେହେରା, ସନ୍ଦୀପ ମହାପାତ୍ର, ପି. ଆରାଧନାଙ୍କୁ ନିଲମ୍ବିତ କରାଯାଇଛି। ଏମାନେ ଗତ ୨୬ ତାରିଖ ବୈଠକରେ ଏବଂ ପରବର୍ତ୍ତୀ ସମୟରେ ମାରପିଟ୍ ହୋଇଥିଲେ। ନିଜ ଭିତରେ ଯୁକ୍ତିତର୍କ, ମାରପିଟ ଓ ମର୍ଯ୍ୟାଦାହୀନ କାର୍ଯ୍ୟରେ ସଂପୃକ୍ତି ଥିଲେ।
Prev Post