ଏସଟିଏଫ କବଜାରେ ବ୍ରାଉନସୁଗର ବେପାରୀ

ଏସଟିଏଫ କବଜାରେ ବ୍ରାଉନସୁଗର ବେପାରୀ | ଆସାମ ପୁଲିସ ସହାୟତାରେ ଗୌହାଟୀରୁ ଏହି ବେପାରୀକୁ ଧରିଛି କ୍ରାଇମବ୍ରାଞ୍ଚ ଏସଟିଏଫ | ଅଭିଯୁକ୍ତର ନାଁ ସଲିମ ଅହମ୍ମଦ ହୋଇଥିବାବେଳେ ସେ ଆସାମର ଗୌହାଟୀରେ ରହୁଥିଲା |

ଅଭିଯୁକ୍ତଠାରୁ ୧ କେଜି ୩୩୫ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି | ଅଭିଯୁକ୍ତଠାରୁ ଗୋଟିଏ କାର ମଧ୍ୟ ଜବତ କରାଯାଇଛି | ଟ୍ରାଞ୍ଜିଟ ରିମାଣ୍ଡ ପରେ ଅଭିଯୁକ୍ତକୁ ଏସଟିଏଫ ଓଡିଶା ଆଣୁଛି |