ଗିରଫ ଭୟରେ ଘରୁ ଫେରାର ହୋଇ ଯାଇଛନ୍ତି ଇମ୍ରାନ ଖାନ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘରେ ରବିବାର ଜାମିନ ବିହୀନ ଗିରଫ ୱାରେଣ୍ଟ ନେଇ ପହଞ୍ଚିଥିବା ପୁଲିସକୁ ଖାଲି ହାତରେ ଫେରିବାକୁ ପଡ଼ିଛି।

ସୂଚନାଯୋଗ୍ୟ, ପୁଲିସ ଅଧ୍ୟକ୍ଷ ଇମ୍ରାନଙ୍କ ଘରେ ପହଞ୍ଚିବା ପରେ ପୂର୍ବତନ ପ୍ରଧାନମାନ୍ତ୍ରୀ ତାଙ୍କ ଘରୁ କେଉଁଆଡେ ଫେରାର ହୋଇଯାଇଥିବା ଜାଣିବାକୁ ପାଇଥିଲେ। ସମସ୍ତ ଘର ଯାଞ୍ଚ କରିବା ପରେ ପୁଲିସ ଘଟଣାସ୍ଥଳରୁ ନିରାଶ ହୋଇ ଫେରି ଆସିଥିଲା।