‘ଓଡ଼ିଶା ଅର୍ବାନ୍ କନକ୍ଲେଭ-୨୦୨୬’: ଲୋକସେବା ଭବନରେ ପୌରସଂସ୍ଥାଗୁଡ଼ିକର ସମୀକ୍ଷା Darshana Aug 23, 2026 0 ଭିତ୍ତିଭୂମି ବିକାଶ, ସମୃଦ୍ଧ ସହରର ଯୋଜନା ଓ କାର୍ଯ୍ୟଦକ୍ଷତା ଉପରେ ଗୁରୁତ୍ୱ
ଓଡ଼ିଆ ପ୍ରବାସୀ ମିଳନ: ଓଡ଼ିଶା ଓ ବାରଣାସୀ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ହେଲା ସୁଦୃଢ଼ Darshana Aug 23, 2026 0 'ଟୁରିଜମ୍ ଇନଭେଷ୍ଟର' ଏବଂ 'ବିଜନେସ୍-ଟୁ-ଗଭର୍ଣ୍ଣମେଣ୍ଟ' ଆଲୋଚନା ଚକ୍ର ଅନୁଷ୍ଠିତ
ଓଡ଼ିଶା ଫାର୍ମାସି ଅଧିକାରୀ ସେବା ସଂଘ ପକ୍ଷରୁ ଆୟୋଜିତ ସାଧାରଣ ପରିଷଦ ବୈଠକରେ ଯୋଗ ଦେଲେ… Darshana Aug 23, 2026 0 ୩୯ ବର୍ଷର ଦାବିକୁ ସମ୍ମାନ ଦେଇ ଫାର୍ମାସି କ୍ୟାଡରର ପୁନର୍ଗଠନ କରିଛୁ: ସ୍ୱାସ୍ଥ୍ୟ ମନ୍ତ୍ରୀ
ଟ୍ରେନ୍ରେ ସୁଟକେସ୍ରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର: ଓଡ଼ିଆ ଦମ୍ପତିଙ୍କୁ ଖୋଜୁଛି… Darshana Aug 23, 2026 0 ହତ୍ୟାକାଣ୍ଡ ପରେ ଓଡ଼ିଶା ଫେରାର ହୋଇଯାଇଥିବା ଫୋନ୍ ଟ୍ରାକରୁ ସ୍ପଷ୍ଟ
ହିନ୍ଦୁ ପରିବାରର ୪ ଜଣଙ୍କୁ ନିର୍ମମ ହତ୍ୟା Darshana Aug 23, 2026 0 ବିଭିନ୍ନ ସ୍ଥାନରୁ ମିଳିଲା ବାପା-ମାଆ ଓ ପୁଅ-ଝିଅଙ୍କ ମୃତଦେହ
ଜାହାଜ ବୁଡ଼ିବା ଦୁର୍ଭାଗ୍ୟଜନକ: କେନ୍ଦ୍ରମନ୍ତ୍ରୀ ସୋନୱାଲ Darshana Aug 23, 2026 0 ରେସ୍କ୍ୟୁ କାମରେ ସମସ୍ତ ଏଜେନ୍ସୀକୁ ଲଗାଯାଇଛି: ସୋନୱାଲ
କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି Darshana Aug 23, 2026 0 ୫୫ ନମ୍ବର ଏନ୍ଏଚ୍ ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଚିଠି
ପାରାଦୀପର ଗଭୀର ସମୁଦ୍ରରେ ବୁଡ଼ିଗଲା ଜାହାଜ, ନିଖୋଜ ୨୨ କ୍ରୁ ସଦସ୍ୟ Darshana Aug 23, 2026 0 ଗଭୀର ସମୁଦ୍ରରେ ବଡ଼ ସର୍ଚ୍ଚ ଅପରେସନ
ଜୁଆ ଆଡ୍ଡାରେ ପୁଲିସ ଚଢ଼ାଉ; ଜଣେ ଗିରଫ, ଦୁଇ ଚମ୍ପଟ Darshana Aug 22, 2026 0 ୩୬,୯୬୦ ଟଙ୍କା, ୨ ମୋବାଇଲ ଓ ବାଇକ ଜବତ