୭୦,୦୦୦ ନିଯୁକ୍ତି ପତ୍ର ବଂଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର୍ର ମୋଦି Darshana Jun 13, 2023 0 ବିଭିନ୍ନ ସରକାରୀ ବିଭାଗରେ ଯୋଗ ଦେବେ ନବନିଯୁକ୍ତ କର୍ମଚାରୀ
ବସ ଓ ଟ୍ରକ ମୁହାଁମୁହିଁ; ୧୦ ଗୁରୁତର ଆହତ Darshana Jun 13, 2023 0 ଝାରସୁଗୁଡା ଜିଲ୍ଲା ବୀରମିତ୍ରପୁର ରାଣୀ ସତୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି
ମୌସୁମୀ ଆସିବା ପୂର୍ବରୁ ବିଏମସିର ପ୍ରସ୍ତୁତି ବୈଠକ Darshana Jun 13, 2023 0 ଡ୍ରେନ ନିର୍ମାଣ ସିଲ୍ଟିଂ କାର୍ଯ୍ୟ ଶେଷ କରିବାକୁ ମେୟରଙ୍କ ନିଦେ୍ର୍ଦଶ
ଡ୍ରାଇଭରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ହେଲେ ମିଳିବ ୪ ଲକ୍ଷ Darshana Jun 13, 2023 0 ଗୁରୁତର ଆହତଙ୍କୁ ୮୦ ହଜାର, ସ୍ଥାୟୀ ଭାବେ ଅକ୍ଷମଙ୍କୁ ଦେଢ ଲକ୍ଷ ଏବଂ ସ୍ୱାଭାବିକ ମୃତ୍ୟୁ ହେଲେ ୨ ଲକ୍ଷ
ପ୍ରକାଶ ପାଇଲା ଯୁକ୍ତ ୩ ନାମ ଲେଖା ପାଇଁ ବିଜ୍ଞପ୍ତି Darshana Jun 12, 2023 0 ଜୁନ ୧୯ରୁ ଜୁଲାଇ ୪ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମଲେଖା ପାଇଁ ଆବେଦନ
ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ବାତ୍ୟା ବିପର୍ଯ୍ୟୟର ସମୀକ୍ଷା ବୈଠକ Darshana Jun 12, 2023 0 ସମ୍ଭାବ୍ୟ ବାତ୍ୟା ପାଇଁ ୧୩୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି
ଭିଜିଲାନ୍ସ କବଳରେ ପିଏମ୍ଏୱାଇ ବୈଷୟିକ ପରାମର୍ଶଦାତା Darshana Jun 12, 2023 0 ପିଏମଏୱାଇ ହିତାଧିକାରୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ କଟକ ଇଞ୍ଜିନିୟର Darshana Jun 12, 2023 0 ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ ଜାରି
ଆଜିଠୁ ୨ ଦିନ ପର୍ଯ୍ୟନ୍ତ ଗରମରୁ ଆଶ୍ୱସ୍ତି ନାହିଁ: ଆଇଏମଡି Darshana Jun 12, 2023 0 ଅଂଶୁଘାତ ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ